ସେପ୍ଟେମ୍ବର ୧ରୁ ପାର୍କ ଓ ମାର୍କେଟ କମ୍ପ୍ଲେକ୍ସରେ ପ୍ଲାଷ୍ଟିକ୍‌ ନିଷେଧ

ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୫ଟି ଯାକ ମହାନଗର ନିଗମ ସମେତ ପୁରୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହାର ମାସକ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କାର୍ଯ୍ୟାଳୟ, ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ବିଡିଏ ପକ୍ଷରୁ ଆଜି ଘୋଷଣା ହୋଇଛି। ବିଡିଏର ୩୬ତମ ପ୍ରତିଷ୍ଠା ଦିବସରୁ ଏହି ଅଭିଯାନ ଆରମ୍ଭ ହେବ। ବିଡିଏ ରାଜଧାନୀର … Continue reading ସେପ୍ଟେମ୍ବର ୧ରୁ ପାର୍କ ଓ ମାର୍କେଟ କମ୍ପ୍ଲେକ୍ସରେ ପ୍ଲାଷ୍ଟିକ୍‌ ନିଷେଧ